WHY US

Business Wire India is the only Indian news distribution platform to partner with ANI, PTI, IANS, and UNI Testimonials - Whenever we have something important to tell, Business Wire India is often our first point of call, Rajnish Wahi, Senior VP, Corporate Affairs & Communication, Snapdeal. I define Business Wire India as a facilitator for the communications industry, Sudeshna Das, Executive Director, ComConnect. Business Wire India is very good in terms of credible and authentic news distribution to media. It adds authenticity to all content, Arneeta Vasudeva, Vice President, Ogilvy. Business Wire India is the only Indian news distribution platform to partner with ANI, PTI, IANS, and UNI The BW India team is very professional and prompt, we have been working seamlessly with BW for many years now, Prathibha Nair, Assistant Manager - Corporate Communications, Wipro Limited. Businesswire helps us in securing coverage on prominent media outlets across US, Europe and India and the detailed tracking reports allow us to monitor our press release. All members of the servicing team are cooperative and efficient and they truly augment our outreach efforts, Aniruddha Basu, PR & Corporate Communications, L&T Technology Services

ଜାଣନ୍ତୁ, କେଉଁ ପ୍ରଶ୍ନର ଉତ୍ତର ତାଙ୍କ ନିକଟରେ ନାହିଁ ବୋଲି କହିଲେ ନବ ନିର୍ବାଚିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

  • Thursday, November 29, 2018 7:09PM IST (1:39PM GMT)
ଜାଣନ୍ତୁ, କେଉଁ ପ୍ରଶ୍ନର ଉତ୍ତର ତାଙ୍କ ନିକଟରେ ନାହିଁ ବୋଲି କହିଲେ ନବ ନିର୍ବାଚିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
 
United States & India: 

ଭାରତୀୟ କ୍ରିକେଟର ସର୍ବୋଚ୍ଚ ଅନୁଷ୍ଠାନ ବିସିସିଆଇର ନୂତନ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି ଖ୍ୟାତନାମା କ୍ରିକେଟିୟର ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ନିବ ନିର୍ବାଚିତ ସଭାପତି ଗାଙ୍ଗୁଲି ଆସନ୍ତା ଅକ୍ଟୋବର ୨୩ ତାରିଖରେ ତାଙ୍କର ନୂତନ କାର୍ଯ୍ୟଭାର ଗ୍ରହଣ କରିବେ। ତେବେ, ବିସିସିଆଇର ନୂତନ ସଭାପତି ରୂପେ ନିର୍ବାଚିତ ହେବା ପରେ ପରେ ଏକ ସାମ୍ବାଦିକ ସମ୍ମଳନୀରେ ସେ ଯୋଗ ଦେବାଥିବା ଅବସରରେ ସାମ୍ବାଦିକମାନେ ଗୁରେଇ ତୁରେଇ ତାଙ୍କୁ ଏକାଧିକ ପ୍ରଶ୍ନ ପଚାରିଥିଲେ।

ଏହି ଅବସରରେ, ଏକାଧିକ କାରଣକୁ ନେଇ ସଂପ୍ରତି ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ଦ୍ୱିପାକ୍ଷିକ ସଂପର୍କ ନଥିବା ବେଳେ; ଜଣେ ସାମ୍ବାଦିକ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରିଥିଲେ ଯେ ‘ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ଶୃଙ୍ଖଳା (ସିରିଜ୍‌) ପୁଣି କେବେଠାରୁ ଦେଖିବା ପାଇଁ ମିଳିବ’?

Click here for Media Contact Details

Submit your press release

Copyright © 2019 Business Wire India. All Rights Reserved.